Chadiki Paribi Tate Odia Song Lyrics
Song Details: Chadiki Paribi Tate Odia Song Lyrics. Chadiki Paribi Tate Odia Song Lyrics ଛାଡିକି ପାରିବି ତତେ ନିଃଶ୍ୱାସ ମୋ ଛାଡ଼ିବା ଆଗରୁଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁଆଚ୍ଛନ୍ନ କରିଛି ରୂପ ଚମତ୍କାର ଦୁର୍ଲଭ ଯା ସର୍ବତ୍ର ମହି ରେ 2ଆଖିରେ ଲେଖି ସପନ ବହୁ ବର୍ଣ୍ଣ ଭବ୍ୟ ସମାହାରେ ଛାଡ଼ିକି ପାରିବି ତତେ ନିଃଶ୍ୱାସ ମୋ ଛାଡ଼ିବା ଆଗରୁଉପେକ୍ଷା ପାରିବି କରି ଅପେକ୍ଷାର କାଳ ସରୁ ସରୁ …




